ପ୍ରେମର ପରିଭାଷା ପ୍ରେମର ପରିଭାଷା
ଏ ସଂଘର୍ଷମୟ କଣ୍ଟକିୟ ଚଲାପଥେ ଆଜି ମୁଁ ଏକା ମୋ ସ୍ମୃତି ନେଇ ବଞ୍ଚୁଛି ଏ ସଂଘର୍ଷମୟ କଣ୍ଟକିୟ ଚଲାପଥେ ଆଜି ମୁଁ ଏକା ମୋ ସ୍ମୃତି ନେଇ ବଞ୍ଚୁଛି
ଅସରନ୍ତି ଜୀବନର ବେଳ ସବୁ ଇଙ୍ଗିତ କରନ୍ତି ଦୂରରୁ ମୋତେ ଚାହିଁ ଖାଲି ମୁରୁକି ହସନ୍ତି ଅସରନ୍ତି ଜୀବନର ବେଳ ସବୁ ଇଙ୍ଗିତ କରନ୍ତି ଦୂରରୁ ମୋତେ ଚାହିଁ ଖାଲି ମୁରୁକି ହସନ୍ତି